Sunday, April 23, 2023

କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ମହା ସମାବେଶ

 ଜାତୀୟ ପେନସନ ଯୋଜନାରେ ସବୁ ହରିଲୁଟ ବନ୍ଦହେବ,

ଓପିଏସ ପାଇଁ ଗାନ୍ଧୀମାର୍ଗରେ ଲଢେଇ ଯେବେ ଚାଲିବ।

ଛବିଶ ଏପ୍ରିଲ (୨୦୨୩) ଦିନଟାକୁ କେବେ ମନରୁ  ଭୁଲିବେ ନାହିଁ,

ଭୁଲିଗଲେ ବନ୍ଧୁ ନେଡୀଗୁଡତକ କହୁଣୀକୁ ଯିବ ବୋହି।

ଦଳେ ଦଳେ ସବୁ ସାମିଲ ହେବାକୁ ସବିନୟ ଅନୁରୋଧ,

ସଫଳ କରିବା ମହାସଂଗ୍ରାମକୁ ମନେ ନ ରଖିଣ ଦ୍ୱନ୍ଦ।

ଏନପିଏସକୁ ମୁର୍ଦ୍ଦାବାଦ କହି ଓପିଏସ ଜିନ୍ଦାବାଦ,

ହାତ ଧରାଧରି ଭୁବନେଶ୍ବରରେ ପାଦେ ମିଶାଇଣ ପାଦ।

#ଏନପିଏସ ହଟୁ #ଓପିଏସ ଲାଗୁ ଭାଙ୍ଗୁ ସରକାର ନିଦ,

#ଇନକିଲାବ #ଇନକିଲାବ #ଇନକିଲାବ #ଜିନ୍ଦାବାଦ ।

No comments:

Post a Comment