Thursday, September 12, 2024

COM. SITARAM YECHURY PASSES AWAY

ଭାରତ ତଥା ବିଶ୍ଵ କମ୍ୟୁନିଷ୍ଟ ଆନ୍ଦୋଳନର ଜଣେ ମହାନ ଜନନାୟକ ଏବଂ  ସିପିଆଇ (ଏମ୍)ର ମହା ସଚିବ ସାଥୀ ସୀତାରାମ୍ ୟେଚୁରୀ ଆଜି ସବୁଦିନ ପାଇଁ ଆଖି ବୁଜିଦେଲେ ।

ଭାରତର ବାମ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଆନ୍ଦୋଳନ ପାଇଁ ଏହା ଏକ ଦାରୁଣ ଧକ୍କା, ଅପୂରଣୀୟ କ୍ଷତି।

ଏହି କ୍ଷତି ଭରଣା କରିବା ଏତେ ସହଜ ନୁହେଁ।

କମ୍ରେଡ୍ ସୀତାରାମ ୟେଚୁରୀ, ଲାଲ୍ ସଲାମ।

Com. Sitaram Yechury,  General Secretary,  CPI(M) is no more. He passed away today. It is a great loss to the Nation including the left movement in the country.

Red Salute  to Com. Yechury, Red Salute 

Com.Yechury Amar Rahe.

= B SAMAL =

General Secretary

Confederation Odisha State CoC 

 

No comments:

Post a Comment