Tuesday, August 29, 2023

Warm Greetings on Happy Raksha Bandhan

 


ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏବଂ ବଡ ଠାକୁର ଶ୍ରୀ ଶ୍ରୀ ବଳଦେବଙ୍କ ଜନ୍ମ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ଵ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁ।

No comments:

Post a Comment