Thursday, August 10, 2023

Massive Pension Adhikar Rally by JFROPS (NJCA) in Ramlila Maidan, New Delhi held successfully on 10th August, 2023













ପ୍ରିୟ ସାଥୀଗଣ,

ଏନପିଏସ ଉଛେଦ ସହ ଓପିଏସର ପୁନଃପ୍ରଚଳନ ଦାବିରେ NJCA (JFROPS) ତରଫରୁ ଚାଲିଥିବା ସମସ୍ତ କେନ୍ଦ୍ର, ରାଜ୍ୟ କର୍ମଚାରୀ ଓ ଶିକ୍ଷକମାନଙ୍କର ଦୁର୍ବାର ଆନ୍ଦୋଳନ ପ୍ରାୟ ଚରମ ସୀମାରେ। ଆଜି ୧୦ ଅଗଷ୍ଟ ୨୦୨୩ରେ ଦିଲ୍ଲୀର ରାମଲୀଳା ମଇଦାନରେ NJCAର ବିଶାଳ ଶୋଭାଯାତ୍ରା।  ଏ ମହାସଂଗ୍ରାମ ସଫଳତାର ଶୀର୍ଷରେ ପହଞ୍ଚୁ ଏହାହିଁ କାମନା। ଓଡିଶା ସମେତ ସମସ୍ତ ରାଜ୍ୟରୁ ଯୋଗଦେଇଥିବା ସଂଗ୍ରାମୀ କର୍ମୀ ଓ ନେତୃମଣ୍ଡଳୀଙ୍କୁ କ୍ରାନ୍ତିକାରୀ ଅଭିନନ୍ଦନ ସହ ସେମାନଙ୍କ ନିକଟରେ ଗଭୀର କୃତଜ୍ଞତା।

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ବୟ ସମିତି

No comments:

Post a Comment