Tuesday, December 31, 2024

ଇଂରାଜୀ ନବବର୍ଷ ୨୦୨୫ର ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା।

 


ପ୍ରିୟ ବନ୍ଧୁଗଣ, 

      ନମସ୍କାର। ଆଉ କେଇ ମୂହୂର୍ତ୍ତ ପରେ  ୨୦୨୪କୁ ବିଦାୟ ଦେଇ ଇଂରାଜୀ ନବବର୍ଷ  ୨୦୨୫କୁ ବଡ ଧୁମଧାମରେ ସ୍ବାଗତ କରିବାକୁ ବିଶ୍ୱବାସୀ ପ୍ରସ୍ତୁତ। ଓଡ଼ିଶା ଓ ଭାରତ ସମେତ ସାରା ବିଶ୍ୱ ଉତ୍ସବ ମୁଖର। ଅସ୍ମିତା କଥା କେବଳ ଭାଷଣରେ। ହେଲେ, ‘ବେଲ ପାଚିଲେ କାଉର କି ଲାଭ’ ନ୍ୟାୟରେ ବିଚରା ଶ୍ରମିକ, କୃଷକ, କର୍ମଚାରୀଙ୍କର ବା କି ନୂଆବର୍ଷ? ପେଟ ପୋଡ଼ି ଯାଉଛି। ଅନେକ ଦିନର ଦାବି ସବୁ ଅଣଦେଖା ହେଇ ରହିଗଲା। ବିଶେଷ ଭାବେ କର୍ମଚାରୀଙ୍କ ପୁରୁଣା ପେନସନ ଦାବି କେମିତି ଏକ ଭିନ୍ନ ମୋଡ଼ ନେଇଗଲା ଏଇ ୨୦୨୪ରେ। ୨୦୨୩ର ନିରବଚ୍ଛିନ୍ନ ସଂଗ୍ରାମ ଏମିତି ନୀରବି ଯିବ, ଜଣେ କର୍ମଚାରୀ ପ୍ରତିନିଧି ହିସାବରେ ଏହି ସଂଗ୍ରାମରେ ଆରମ୍ଭରୁ ଓତଃପ୍ରୋତ ଭାବେ ଜଡ଼ିତ ଥାଇ ମଧ୍ୟ ମୋ କଳ୍ପନା ବାହାରେ ଥିଲା। ସଂଗ୍ରାମ, ସଂଗ୍ରାମୀ ଓ ନେତୃତ୍ବକୁ ନେଇ ମୋ ମନରେ ଅନେକ ବ୍ୟଥା । 

      ସେହି ପରିପ୍ରେକ୍ଷୀରେ, ନିମ୍ନରେ ମୋର ବର୍ଷ ଶେଷର କବିତା “ପେନସନ ଗାଥା ଓ ବ୍ୟଥା”।

        ଚାଲନ୍ତୁ ବିଦାୟୀ ବର୍ଷର ଏହି ଶେଷ ମୂହୂର୍ତ୍ତରେ ଟିକେ ଆତ୍ମସମୀକ୍ଷା କରିନେବା। ଭାରତର ଜଣେ ଦାୟିତ୍ବସମ୍ପର୍ଣ୍ଣ  ନାଗରିକ ହିସାବରେ ଦେଶ ଓ ଦଶର ଉନ୍ନତିରେ ଆମର କି କି ଯୋଗଦାନ କରିବାର  ଥିଲା ଆଉ ଆମେ ସେଥିରେ କେତେ ସଫଳ ହେଇଛନ୍ତି? ନିଜ ନିଜର କର୍ମକ୍ଷେତ୍ର  ଓ ପରିବାର  ପ୍ରତି ଥିବା ଉତ୍ତରଦାୟୀତ୍ବକୁ ଠିକ ଠିକ ନିଭାଇବାରେ କିଭଳି ପ୍ରୟାସ କରିଛନ୍ତି? ଠିକ୍ ହେବ, ଯଦି ବିଫଳତାରୁ ଶିକ୍ଷା ଲାଭ କରି ସଫଳତା ଆଡକୁ ଅଗ୍ରସର ପ୍ରତ୍ୟେକ ପଦକ୍ଷେପକୁ ଆହୁରି ମଜବୁତ କରିବାକୁ ଆନ୍ତରିକ ପ୍ରଯତ୍ନ କରିବା।

       ଇଂରାଜୀ ନବବର୍ଷ  ୨୦୨୫ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ।  ଶ୍ରମିକ, କୃଷକ, କର୍ମଚାରୀଙ୍କର ହକ୍ ଓ ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ରର  ସୁରକ୍ଷା  ପାଇଁ ମିଳିତ ସଂଗ୍ରାମ ଆହୁରି ତ୍ୱରାନ୍ୱିତ ହେଉ। ବିଶ୍ବରୁ ଆତଙ୍କବାଦ ଓ ଯୁଦ୍ଧର  ବିଭୀଷିକା ଦୁର ହେଉ। ସମସ୍ତଙ୍କ  ହୃଦୟରେ ପ୍ରେମ ଓ କରୁଣା ଜାଗ୍ରତ  ହୋଇ ବିଶ୍ବରେ ସତ୍ଯ, ଶାନ୍ତି, ଦୟା ଓ କ୍ଷମା ପ୍ରତିଷ୍ଠା ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ବିଶ୍ବବାସୀ ସୁଖ ଓ ଶାନ୍ତିରେ କାଳାତିପାତ କରନ୍ତୁ। 

  ଇଂରାଜୀ ନବବର୍ଷ  ୨୦୨୫ର ହାର୍ଦ୍ଦିକ ଅଭିନନ୍ଦନ  ଓ ଆନ୍ତରିକ ଶୁଭେଚ୍ଛା।

              🌹🌹🙏🙏💕🙏🙏💕🙏🙏🌹🌹

                   ପେନସନ ଗାଥା ଓ ବ୍ୟଥା

ବୃହସ୍ପତି ସାମଲ 

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ 

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

             - ୧ -

ଶୈଶବ କୈଶୋର କଟିଯାଏ ସବୁ

ନିଜେ ଯୋଗ୍ୟ ହେବା ପାଇଁ,

କେତେ ଧାଁଦୌଡ କେତେ ହନ୍ତସନ୍ତ 

ଚାକିରୀ ଖଣ୍ଡିଏ ପାଇଁ।

ସର୍ବନିମ୍ନ ଶିକ୍ଷାଗତର ଯୋଗ୍ୟତା 

ବୟସ‌ବି ନିର୍ଦ୍ଧାରିତ,

ଲେଖା ଓ ମୌଖିକ ପରୀକ୍ଷା ସହିତ

ଲୋଡା‌ବି ଉତ୍ତମ ସ୍ୱାସ୍ଥ୍ୟ।

ମିଳିଯାଏ ଯଦି ଚାକିରୀ ଖଣ୍ଡିଏ 

ଯୋଗ୍ୟ ପ୍ରମାଣିତ ପରେ,

ଯୁବା ବୟସଟା କଟିଯାଏ ପୁରା 

ଦେଶମାତୃକା ସେବାରେ।

ରାଜକାର୍ଯ୍ୟ ସହ ପରିବାର ବୋଝ 

ସାମାଜିକ ଦାୟିତ୍ଵରେ,

ମୁଣ୍ଡେଇ ମୁଣ୍ଡେଇ ବୟସ ସରଇ

ବଳ‌ବି ହଟଇ ଧିରେ।

ଅବସର‌ ପରେ କେମିତି କଟିବ

କର୍ମଚାରୀର ଜୀବନ,

ସାମାଜିକ ସହ ସ୍ୱାସ୍ଥ୍ୟର ସୁରକ୍ଷା

ରହିବ ତା ସ୍ୱାଭିମାନ ।

ଦେଶ ବିଦେଶରେ ଶ୍ରମିକ ଶ୍ରେଣୀର 

ତୀବ୍ର ହେଲା ଆନ୍ଦୋଳନ,

ସ୍ଥିରିକୃତ ହେଲା ଅବସର ପରେ

ମାସିକିଆ ପେନସନ।

ଶ୍ରମ ସମ୍ମିଳନୀ ଆଇନ୍ କାନୁନ୍ 

ଉଚ୍ଚତମ ନ୍ୟାୟାଳୟ,

ଅନୁମୋଦନର ମୋହର ଲଗେଇ 

ପେନସନ କଲେ ଥୟ।

ସାହାରା ସାଜିଲା ପେନସନ ଗଣ୍ଡାକ 

ପରିଣତ ବୟସର,

ଦୟା ବା ଦକ୍ଷିଣା ନୁହଁଇ ତ ଏହା

ଗଣତାନ୍ତ୍ରିକ ଅଧିକାର।

               -  ୨ -

ସରକାର ବଦଳି ଶାସନ ବଦଳେ 

ଜନତାର ହିତ ପାଇଁ,

କର୍ମଚାରୀ ସ୍ୱାର୍ଥ ବଳି ପଡ଼ିଗଲା

ସର୍କାର ବଦଳି ଯାଇ।

ନୂଆ ଅର୍ଥନୀତି ଆପଣେଇ ନେଲେ

ମିଶି ବେଜେପି କଂଗ୍ରେସ,

ପେନସନ ନୀତି ବଦଳେଇ କଲେ

କର୍ମଚାରୀ ‌ସର୍ବନାଶ। 

ଦୁଇହଜାର ଚା’ରିରୁ ନୂତନ ପେନସନ 

ଯୋଜନାଟି ଲାଗୁହେଲା,

ଦେୟମୁକ୍ତ ଯେଉଁ ପେନସନ ଥିଲା 

ଦେୟଯୁକ୍ତ ହୋଇଗଲା।

ତୀବ୍ର ହେଲା କର୍ମଚାରୀଙ୍କ ବିରୋଧ

କମ୍ପିଲା ଦିଲ୍ଲୀ ଦରବାର,

ପୁରୁଣା ପେନସନ ପୁଣି ଲାଗୁ ହେଉ

ଦାବି ହେଲା ଜୋରଦାର।

ସର୍ବନିମ୍ନ ପେନସନର ବ୍ୟବସ୍ଥା 

ସବୁ ନାଗରିକ ପାଇଁ,

ଯିଏ ଯେଉଁ କ୍ଷେତ୍ରେ କର୍ମରତ ଥାଉ

ସର୍କାରୀ ଅବା ଘରୋଇ।

ବିଧାୟକ ମନ୍ତ୍ରୀ ସାଂସଦ ପାଇବେ

ସେଇ ପୁରୁଣା ପେନସନ,

କର୍ମଚାରୀ କଥା ଉଠିଲା ବେଳକୁ

କାହିଁ ପାଇଁ ଭିନ୍ନଭିନ୍ନ।

ଇପିଏଫ୍ ସହ ରାଷ୍ଟ୍ରାୟତ ସଂସ୍ଥା

ଅସଂଗଠିତ ଶ୍ରମିକ,

କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ

ତେଜିଲେ ଦେଶଟାଯାକ।

କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ 

ଶିକ୍ଷକ ପେନସନଭୋଗୀ,

ଏକ ଦେଶ ଏକ ପେନସନ ପାଇଁ  

ସଭିଏଁ ଉଠିଲେ ଜାଗି।

               - ୩ -

ସରକାର ଖେଳିଲେ ନିର୍ବାଚନୀ ଚାଲ୍

ପେନସନ କମିଟି କରି,

ନୂଆ ପେନସନର ଉନ୍ନତିକରଣେ

ଇସ୍ତାହାର କଲେ ଜାରି।

କର୍ମଚାରୀ ପକ୍ଷ ଡାକିଣ ବୈଠକ

ରଖିଲେ ତାଙ୍କ ଜବାବ,

ପୁରୁଣା ପେନସନ ଆଉ ମିଳିବନି

ନୂଆର ଉନ୍ନତି ହେବ।

ବିରୋଧ କରିଣ କର୍ମଚାରୀ ପକ୍ଷ

ତ୍ୟାଗ କଲେ ସେ ବୈଠକ,

ପୁରୁଣା ପେନସନ କେବଳ ଦରକାର

କହିଦେଲେ ରୋକ୍ ଠୋକ୍।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ 

ଦାବିପତ୍ର ଦେଇଦେଲେ,

ମନ୍ତ୍ରୀମଣ୍ଡଳୀୟ ସଚିବଙ୍କ ସହ 

ବିତ୍ତ ମନ୍ତ୍ରୀ ବି ଜାଣିଲେ।

ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ପାଇଁ 

ଚେତାବନୀ ଦିଆଗଲା,

ତାରିଖ ରହିଲା ଦୁଇହଜାର ଚବିଶ 

ମଇ ମାସର ପହିଲା।

ତୁରନ୍ତ ବୈଠକ ଡାକିଣ ସରକାର

ପୁଣି ଦୋହରେଇଲେ,

କର୍ମଚାରୀ ହିତେ ସବୁକିଛି ଦାବି

ବୁଝିବେ ବୋଲି କହିଲେ।

କର୍ମଚାରୀ ପକ୍ଷର ସର୍ବୋଚ୍ଚ ନେତା

ପୁଣି ଭରସା କଲେ,

ହେବନାହିଁ ଆଉ ଧର୍ମଘଟ ବୋଲି

ଜବାବ ତାଙ୍କ ରଖିଲେ।

ଭୁଲିଲେ ସରକାର ତାଙ୍କ ପ୍ରତିଶ୍ରୁତି 

ପୁରୁଣା ପେନସନ ନାହିଁ,

ୟୁପିଏସ୍ ନାମରେ ନୂଆ ଯୋଜନାଟେ 

ଆଣିଲେ କର୍ମଚାରୀ ପାଇଁ।

                 - ୪ -

ଦୁଇ ଦଶନ୍ଧିର ପେନସନ ଆନ୍ଦୋଳନ

ପାଣିଚିଆ ହେଇଗଲା,

ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରସଙ୍ଗରେ

ଆଗରୁ ବି ହୋଇଥିଲା।

ପୁରୁଣା ପେନସନ କେବଳ ଦରକାର

ଯିଏ ଦିନେ କହୁଥିଲେ,

ୟୁପିଏସକୁ ଭଲ ବୋଲି କହି 

ବୟାନ ବାଜି‌ବି କଲେ।

ମୂଖିଆ ବୋଲିଣ ଯାହାକୁ ମାନିଲେ

ସବୁ ସଂଗଠନଗଣ,

ଦୁଇ‌ଦୁଇ ଥର ଧୋକା ଖାଇଗଲେ

ତାଙ୍କୁ ଭରସା କରିଣ।

ୟୁପିଏସ ନୁହେଁକି ଜାତୀୟ ପେନସନ୍

କେହି ନୁହେଁ ଉପକାରୀ,

ସଠିକ କେବଳ ପୁରୁଣା‌ ପେନସନ୍ 

ବୁଝିବା ହେଉଛି ଡେରି।

ଦୁଇହଜାର ଚବିଶ ସରିଗଲା ପଛେ

ଦ୍ବନ୍ଦରେ କର୍ମୀ ଓ ନେତା,

ଆଗକୁ କି କି ନିଷ୍ପତ୍ତି ହୋଇବ

ମିଳିଲାନି ଟିକେ ପତ୍ତା।

ସମସ୍ତଙ୍କ ପାଇଁ ସବୁ ଶୁଭ ହେଉ

ଦୁଇହଜାର ପଚିଶରେ,

ନୂଆ‌ ଉନ୍ମାଦନା ଭରିଉଠୁ ସବୁ

ଦେଶବାସୀଙ୍କ ହୃଦରେ।

ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ବର

ଆହୁରି ଶାଣିତ ହେଉ,

ନତୁଟୁ‌ କାହାରି‌ ବିଶ୍ୱାସ ଭରସା 

ସତ୍ୟର ଜୟ ହେଉ।

କୃଷକ ଶ୍ରମିକ ସୈନିକ ସଭିଙ୍କୁ

ମିଳିଯାଉ ତାଙ୍କ ହକ,

ସୁରକ୍ଷିତ ରହୁ ଆମ ଗଣତନ୍ତ୍ର 

ନବୁଡୁ କାହାରି ଭେକ।

*****

Thursday, December 26, 2024

Dr. Manmohan Singh, former Prime Minister of India passes away at the age of 92

 


End of an era:

    Dr. Manmohan Singh, former  Prime Minister of India from 2004 to 2014 passed away today in AIIMS, Delhi at the age of 92.

India lost  an  eminent economist, academician and a bureaucrat who was the fourth longest-serving prime minister after Jawaharlal Nehru, Indira Gandhi and  the first prime minister since Jawaharlal Nehru to be re-elected after completing a full five-year term.

      Dr. Singh, along with his finance minister, P. Chidambaram, presided over a period where the Indian economy grew with an 8–9% economic growth rate. In 2007, India achieved its highest GDP growth rate of 9% and became the second fastest growing major economy in the world.

The nation will remember him for economic liberalization, RTI Act, MGNRGGA, etc.

On behalf of Confederation of Central Govt Employees and Workers, Odisha State CoC, we convey our deep condolences to the bereaved family members.

May the noble soul rest in peace.

Om Shanti.

B. SAMAL

General Secretary 

Tuesday, December 24, 2024

The Positive Power of Negative Thinking

   The Positive Power of Negative Thinking

Bruhaspati Samal

General Secretary

Confederation of Central Govt. Employees and Workers

Odisha State Coordination Committee, Bhubanes

war

       The battle field was ready. The chariots and the charioteers were ready. The fatal consequence of not going to the war was known to Partha and all other Pandavas. A mammoth destruction of religious and social values must be there if the Kouravas would win. After all, the battle of Mahabharat was more significant for the existence of religion, truth and justice rather than power to conquer and rule Indraprastha. A change was becoming inevitable for progress and prosperity.

          Though surprised with the negative attitude of Partha who had a definite role to play in the preordained change,  Lord Shree Krishna smiled and took it very positively and gave the solution to all the negativities of Partha which the whole world latter knew as “Sreemad Bhagbat Geeta”. Had Arjun not argued negatively in the battle field of Kurukshetra, the whole Universe would have been deprived of getting its all-time sacred epic in the name of “Sreemad Bhagbat Geeta”, a doctrine of universal truth encompassing every aspect of life, showing path to the lost, answering to the confused and giving wisdom to all. 

            The transformation of the negative attitudes of Partha affirmative through the power of positive thinking of Lord Shree Krishna with a lesson that change is the law of the universe and thus a part of life could  lead to win the battle and achieve success. 

                There are hundreds and thousands of such examples in mythology and history where marching towards success has been originated from a negative thinking. In the field of Trade Union we simply call this negative attitude a protest, an agitation intended not to allow injustices to proceed as it happens by / through the Govt / management. Had our ancestors not registered their negative attitude against the British Empire, today’s freedom would have been a dream for us. Had Babu Tarapada Mukherjee, Henery Barton, Dada Ghosh and such other leaders not raised their voice which were considered negative at that time against the administrators, the fixed duty hours, defined leave, bonus, Pay Commissions etc. for the employees would not have been there.  

        When a person tells something either not supported with rulings or practice, we often broadly remark that he is taking negative. Even when a fact does not suit us, we consider it negative. But unknowingly we commit a blunder. Such remarks are neither correct nor logical even. We should have the patience like Lord Shree Krishna  to realize the origin of such negative thinking so that we can make it positive for the welfare of the society and nation.

             It is often believed that while positive thinking being a trademark slogan (fill your mind with positivity, you shall reap the benefits) in business and society is just a folklore wisdom, negative thinking and negative emotions are just like germs and viruses creating a tendency to avoid things. On average, it is seen that people who never worry have lower job performance than those who worry from time to time. While positive thinking can yield many benefits, the excessive and rigid search for positivity can bring about the opposite effect. Those who practice negative thinking are more able to handle difficult situations. Both styles are deadly at the extreme - while pessimism becomes fatalistic, optimism becomes toxic. The key is to find a sweet spot having more moderate ranges that can combine the benefits of both approaches.

         The success in any field is not a matter of thinking positively or negatively, but  it is the choice of strategies that match the thinking styles does matter. Positive thinking without a negative balance hinders a person’s abilities. Real leadership requires both positive and negative thinking. Negative thinking, if strategically pursued can play a definite role too. Negative visualization can be an excellent antidote to anxiety.

          Positive employees are seen as team players but negative workers are viewed as outcasts, troublemakers. The consequence is that the realistic and rational people, usually the negative thinkers, remain unheard. But researchers discovered that negative people communicate better, think more clearly, make fewer mistakes, are less gullible and are better at decision-making. The reason is that negative people use the critical part of their brain more successfully than cheerful people. The overall conclusion from researchers is that there’s a place for both positive and negative thinking in every workplace. However, what it all comes down to is that negative people pay more attention to their surroundings. They’re not always negative solely for the sake of being negative. They’re just more cognizant of what’s happening around them and as a result their moods change depending on what they notice. Negative thinking isn’t superior to positive thinking, but neither is positive thinking the panacea for all workplace ills. Sometimes what’s required is a dose of reality. And, it’s the negative thinkers, the ones who are perceived as troublesome, annoying, often provide the cure.

         Getting negative can be wonderfully empowering, because it drives a respect for the reality of the situation and limitations. Without negativity you can never even begin to plan strategy for engaging, confronting– problems, limitations. While positive thinking produces amazing dreams, visions, goals, negative thinking produces powerful plans and strategies. Positive thinking and confidence improves performance whereas, negative thinking feels realistic, protects us and lowers our expectations. 

            Since progress and development are the rules of the universe, just a healthy dose of both positive and negative thinking (that of Lord Shree Krishan’s and Partha’s respectively) are required for a successful organization / society / nation.

*****

Monday, December 23, 2024

Compliance to Judicial Orders


Compliance to Judicial Orders

Bruhaspati Samal

General Secretary

Confederation of Central Govt. Employees and Workers

Odisha State Coordination Committee, Bhubaneswar


Judicial authority is foundational to any democratic society, ensuring justice and maintaining order through binding court decisions. Yet, judicial disobedience has become an increasingly troubling trend, eroding the efficacy of the legal system and delaying justice for many. Court orders, whether interim or final, are often ignored or challenged without legitimate grounds, with parties exploiting legal avenues to delay compliance. This growing tendency to disregard judicial orders not only denies justice to the aggrieved but also undermines public trust in the judiciary’s ability to enforce its mandates. Examining the scope of judicial disobedience, its legal consequences, and potential solutions is critical to strengthening the judicial process.

The scope of this disobedience is extensive, affecting cases across civil and criminal domains. According to data from the National Judicial Data Grid (NJDG), tens of thousands of cases in India are delayed each year due to non-compliance with court orders, compounding an already substantial judicial backlog. Approximately 30% of civil cases are postponed due to delayed compliance, and many of these cases span years, leaving petitioners in a state of prolonged uncertainty. A 2022 survey by the Center for Public Policy Research revealed that almost 65% of litigants felt the impact of judicial orders was weakened by poor enforcement. For many, this non-compliance translated into financial loss or personal hardship, a stark reminder of the consequences when judicial orders are disregarded.

Prominent cases demonstrate the effects of judicial disobedience on both individuals and society. The Ayodhya land dispute case, resolved by the Supreme Court in 2019, had seen decades of interim orders violated, as parties ignored court directives to maintain the status quo. These breaches not only delayed the resolution of the case but also exacerbated social tensions. Another significant case was Sahara vs SEBI, where the Supreme Court ordered Sahara to refund billions of rupees to investors in a dispute over financial impropriety. Sahara’s repeated appeals and delays led to a multi-year standoff, highlighting how influential entities can evade compliance, with dire consequences for affected investors. The case only concluded after relentless judicial intervention, underscoring the challenges courts face in enforcing rulings against powerful parties. 

Indian law grants courts robust powers to enforce compliance. Articles 141 and 144 of the Indian Constitution stipulate that the law declared by the Supreme Court is binding on all courts, and all authorities are required to aid its enforcement. The Contempt of Courts Act, 1971, grants the judiciary authority to punish individuals for civil or criminal contempt, including willful disobedience of court orders. Civil contempt, defined under Section 2(b) of the Act, refers to any intentional failure to follow a court judgment, decree, or direction. Violators may face up to six months in jail, fines of up to ₹2,000, or both. However, despite these powers, penalties for contempt are rarely enforced strictly, as courts often grant additional time for compliance or permit appeals to prevent perceived judicial overreach. This caution, while necessary in some cases, can inadvertently enable parties to delay justice through procedural tactics.

In addition to the Contempt of Courts Act, other procedural laws offer further provisions to ensure compliance. Under the Civil Procedure Code (CPC), courts can issue stay orders to maintain the status quo, yet many litigants routinely challenge these orders at higher judicial levels, often for minor reasons, resulting in further delays. In criminal cases, provisions within the Criminal Procedure Code (CrPC) permit courts to impose fines or seize assets when maintenance or eviction orders are ignored. For example, Section 125 of the CrPC allows wage garnishment in maintenance cases where respondents fail to comply, though this is not consistently enforced. Without sufficient punitive consequences, many parties continue to disregard these orders, deepening public disillusionment with the justice system.

Recent case studies illustrate the real-world impacts of judicial disobedience on everyday citizens. Challenging the derecognition order dated 26th April 2023 issued by the Department of Posts in favour of the National Federation of Postal Employees and its biggest affiliate namely the All India Postal Employees Union, Group-C for alleged violation of CCS (RSA) Rules, 1993, the later filed multiple court cases in the High Court of Calcutta, Madras, Karnatak and Jharkhand praying for immediate restoration of recognition. Consequently, though Jharkhand High Court on 12.04.2024 stayed the impugned Order dated 26.04.2023, the Department of Posts moved to the Supreme Court of India which has delayed the implementation of the said stay order granted by Jharkhand High Court. In Kishore vs Prakash, a property dispute case in Maharashtra, the Bombay High Court issued an interim order instructing both parties to refrain from selling or altering the contested land until a final ruling. Despite this order, one party sold a portion of the land, causing the case to remain unresolved for more than five years as additional hearings and injunctions became necessary. This prolonged litigation not only complicated the case but also exemplified how disobedience to interim orders can escalate disputes, undermining the court’s authority. Similarly, in the matter of Ravi vs State, a case involving alleged police harassment, the court ordered officers to cease all direct contact with the complainant. Despite this, the complainant reported continued harassment, forcing the court to issue a contempt warning and threaten further action against the officers involved. Cases like this underscore that even state authorities may sometimes fail to respect judicial orders, eroding public confidence in the judiciary’s capacity to protect individuals from undue harm.

There are legitimate circumstances, however, under which court orders can be challenged or delayed. For example, parties may seek relief if they believe an order was issued in error. The CPC and CrPC allow for appeals in cases of factual or procedural missteps, provided they are filed in good faith and not as stalling tactics. Similarly, parties may request a stay if enforcing an order would lead to irreparable harm. Though such exceptions are critical for ensuring fair outcomes, they can also be misused. Some parties employ appeals or petitions merely to delay compliance, harming the interests of the opposing party and obstructing timely justice.

Addressing judicial disobedience requires a multi-faceted approach to improve enforcement and strengthen respect for judicial authority. Courts could adopt stricter measures for contempt cases, imposing fines or even prison terms to discourage non-compliance. Some courts have begun exploring asset garnishment and wage deductions as means to ensure compliance, particularly in cases involving maintenance payments or financial disputes. For example, some family courts have used direct wage deductions to enforce maintenance orders, setting a precedent for effective deterrence.

Establishing a judicial compliance unit could help address this issue systematically. Such a unit would monitor cases of delayed compliance, issue reminders, and coordinate with law enforcement agencies to ensure that orders are followed promptly. This initiative could reduce case backlogs significantly and provide much-needed relief in cases where interim or restraining orders are involved. Additionally, the creation of fast-track courts to handle contempt cases could expedite the justice process and reinforce the message that disobedience will not be tolerated.

Improved coordination between the judiciary and law enforcement agencies is also essential for effective implementation. In cases involving property disputes or financial claims, timely intervention by police or local authorities can prevent parties from breaching court orders. Providing training and clear guidelines to law enforcement personnel on the importance of respecting judicial mandates could facilitate quicker responses and reduce instances of disobedience.

Limiting the layers of appeal, especially for interim orders, would further streamline compliance. In many cases, parties exploit the legal provision for appeals as a delay tactic. Reducing these levels and restricting appeals in interim cases to exceptional circumstances would prevent unnecessary delays and encourage timely compliance. Additionally, public awareness campaigns highlighting the consequences of disobeying court orders could foster a greater sense of responsibility among citizens, cultivating respect for judicial authority.

The issue of judicial disobedience is a threat to the rule of law, weakening public trust and obstructing the fair administration of justice. To restore judicial authority, courts must employ stringent enforcement measures and improve compliance mechanisms. By adopting harsher penalties, creating dedicated compliance units, and strengthening coordination with law enforcement, the judiciary can more effectively uphold the rule of law and ensure that justice is accessible to all. Only through consistent and effective enforcement of court orders can the judiciary fulfil its role as the guardian of justice, preserving the integrity of the legal system for future generations.

*****

Sunday, December 22, 2024

ସନ୍ଦେହ ଘେରରେ ୟୁପିଏସ୍

 


ସନ୍ଦେହ ଘେରରେ ୟୁପିଏସ୍ 

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 

ମୋବାଇଲ: ୯୪୩୭୦୨୨୬୬୯

      କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ସମର୍ଥନ ଓ ଭାଗିଦାରୀରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଭଳି ଏକ ବୃହତକାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳବାଇ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଅନୁବନ୍ଧିତ ଅନ୍ୟୁନ  ୧୨୬ଟି ସଂଘ ଓ ମହାସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ଅଖିଳ ଭାରତ ଶିକ୍ଷକ ମହାସଂଘ ଏବଂ ଅନ୍ୟାନ୍ୟ ବହୁ ସଂଘ, ମହାସଂଘ ପକ୍ଷରୁ ୨୦୦୪ରୁ ପ୍ରଚଳିତ ନୂତନ ପେନସନ ଯୋଜନା (ଏନପିଏସ)ର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ପୁରାତନ ପେନସନ ଯୋଜନା (ଓପିଏସ୍)ର ପୁନଃ ‌ପ୍ରଚଳନ ପାଇଁ ଦୀର୍ଘ  ୨୦ ବର୍ଷ ଧରି ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଥିଲା ତାହା ଯେ ଏକୀକୃତ ପେନସନ ଯୋଜନା (ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ୍) ନାମରେ ହଠାତ୍ ପରିବର୍ତ୍ତିତ ହେଇଯିବ, କେହି କେବେ ଚିନ୍ତା କରିନଥିଲେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟେଇ ୨୪ ଅଗଷ୍ଟ ୨୦୨୪ରେ କେନ୍ଦ୍ର କ୍ୟାବିନେଟ ଓପିଏସ୍ ଓ ଏନପିଏସ୍ ବଦଳରେ ୟୁପିଏସ୍ ନାମରେ ଏକ ନୂଆ ପେନସନ ଯୋଜନାକୁ ମଂଜୁରୀ ପ୍ରଦାନ‌ କରି ପତ୍ର ସୂଚନା କାର୍ଯ୍ୟାଳୟର ଏକ ପ୍ରେସ ଇସ୍ତାହାର ଜରିଆରେ ଘଟଣାକୁ ସାର୍ବଜନୀନ କଲେ। ନାହିଁ ମାମୁଁ ଠାରୁ କ’ଣା ମାମୁଁ ଭଲ ନ୍ୟାୟରେ‌ କିଛି ନେତୃମଣ୍ଡଳୀ ଓ ସଂଗଠନ ଏହାକୁ ସ୍ବାଗତ କରିଥିଲାବେଳେ, କିଛି ମିଶ୍ର ପ୍ରତିକ୍ରିୟା ରଖିଲେ ଏବଂ ବହୁ କର୍ମଚାରୀ ଓ ଶ୍ରମିକ ସଂଗଠନ ଏହାକୁ ନାପସନ୍ଦ କରି ନିଜ ନିଜର ପ୍ରେସ ଇସ୍ତାହାର ଜାରି କରିବା ସହ ଓପିଏସ୍ ପୁନଃ ପ୍ରଚଳନ ଦାବିକୁ ଦୋହୋରେଇଲେ ମଧ୍ୟ। 


     ଏହା‌ ଭିତରେ ପ୍ରେସ ଇସ୍ତାହାର ଜାରି ହେବାର ଚାରିମାସ ସମୟ ଅତିକ୍ରାନ୍ତ ହେବାକୁ ବସିଥିଲେ ବି ଆମୂଳଚୁଳ ସଞ୍ଚାଳନ ଓ ଲେଖାଙ୍କନ ପ୍ରକ୍ରିୟା ସହ ଆବଶ୍ୟକୀୟ ରାଜପତ୍ର ବିଜ୍ଞପ୍ତି ସରକାରଙ୍କ ତରଫରୁ ଏଯାଏଁ ପ୍ରକାଶ ପାଇଲା ନାହିଁ ଯାହା ୟୁପିଏସର ସଠିକ କାର୍ଯ୍ୟକାରିତାକୁ ନେଇ ଅଯଥା ସନ୍ଦେହ ସୃଷ୍ଟି କରୁଛି। କହିବା ବାହୁଲ୍ୟ ଯେ ନୀତିନିୟମ ପରିବର୍ତ୍ତନ କ୍ଷେତ୍ରରେ ଭାରତ ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଏକ ଆବଶ୍ୟକୀୟ ତଥା ସାର୍ବଜନୀନ ନ୍ୟାୟିକ ଦସ୍ତାବିଜ। ସାଧାରଣ ବିଜ୍ଞପ୍ତିଗୁଡିକ ପ୍ରତି  ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକାଶିତ ହେଉଥିବା ବେଳେ ଅସାଧାରଣ ବିଜ୍ଞପ୍ତିଗୁଡିକ ଘଟଣାର ପ୍ରାଧାନ୍ୟକୁ ଉପଲବ୍ଧି କରି ପ୍ରତ୍ୟେକ ଦିନ ପ୍ରକାଶିତ ହୁଏ। ତେଣୁ ୟୁପିଏସ୍ ସଂକ୍ରାନ୍ତରେ ରାଜପତ୍ର ବିଜ୍ଞପ୍ତି ତତକ୍ଷଣାତ୍ ପ୍ରକାଶିତ ହେବାର ଥିଲା। ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶନର ଏହି ଅହେତୁକ ବିଳମ୍ବତା ଏକ ନକାରାତ୍ମକ ଦିଗକୁ ସ୍ପଷ୍ଟ ଇଙ୍ଗିତ କରୁଛି।


      ପେନସନ ‌ସଂକ୍ରାନ୍ତରେ ସର୍ବଭାରତୀୟ ସ୍ତରରେ ନିରବଚ୍ଛିନ୍ନ ସଂଗ୍ରାମ ଗଢିତୋଳି ଏନଜେସିଏ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କ୍ୟାବିନେଟ ସଚିବଙ୍କୁ ପର୍ଯ୍ୟାୟକ୍ରମେ ଦାବିପତ୍ର ଦିଆଯାଇଥିଲେ ବି ଏନପିଏସର ଉଚ୍ଛେଦ କଥାକୁ ଏଡେଇ ଯାଇ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏପ୍ରିଲ  ୨୦୨୩ରେ ଏକ ପେନସନ କମିଟି ଗଠନ କଲେ । ପେନସନ କମିଟି ସହ କର୍ମଚାରୀ ପକ୍ଷର ବାରମ୍ବାର ବୈଠକ ବସିଲା ପରେ କୋୖଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ୧୯ ମାର୍ଚ୍ଚରେ ନୋଟିସ ଦେଇ ମଇ ପହିଲା ୨୦୨୪ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବାକୁ ଏନଜେସିଏ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରେଇବା ପରେ କର୍ମଚାରୀ ପକ୍ଷର ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ଏବଂ ଖୁବ୍ ଶୀଘ୍ର ସରକାର ଏସଂକ୍ରାନ୍ତରେ ବିଦ୍ଧିବଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବାରୁ ଧର୍ମଘଟକୁ  ସ୍ଥଗିତ ରଖାଗଲା। ହେଲେ ଓପିଏସର ପୁନଃ ପ୍ରଚଳନ ବଦଳରେ ସରକାରଙ୍କ ୟୁପିଏସ ଘୋଷଣାନାମା କୋଟିକୋଟି କର୍ମଚାରୀ ଓ‌ ପେନସନଭୋଗୀଙ୍କ ପିଠିରେ ଛୁରୀକା ଘାତ ସଦୃଶ ହୃଦବୋଧ ହେଲା।


     ପ୍ରାରମ୍ଭିକ ତଥ୍ୟାନୁଯାୟୀ  ୟୁପିଏସ୍‌ରେ ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌, ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌, ମୁଦ୍ରାସ୍ଫିତୀ ଅନୁରୂପ ପେନ୍‌ସନ୍‌ ନିର୍ଦ୍ଧାରଣ ଓ ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି ଇତ୍ୟାଦି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ରହିଛି। ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମାର ୫୦% ମିଳିବ। ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ। ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦% ହାରରେ ପାରିବାରିକ ପେନସନ୍‌ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନସନ ସୁନିଶ୍ଚିତ। ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌ ଉପରେ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ଭଳି ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାର ପ୍ରାବଧାନ ମଧ୍ୟ ୟୁପିଏସରେ ରହିଛି। ଏହା ବାଦ୍, ଅବସର ପରେ ଗ୍ରାଚୁଇଟି ବ୍ୟତୀତ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ଏକ ଦଶାଂଶ ଏକକାଳୀନ ରାଶି ମଧ୍ୟ ଉପଲବ୍ଧ ହେବ ଏବଂ ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନ୍‌ର ପରିମାଣ କମ୍‌ ହେବ ନାହିଁ। ପ୍ରକାଶିତ ତଥ୍ୟାନୁଯାୟୀ ୟୁପିଏସ୍, ଓପିଏସର ସଠିକ ବିକଳ୍ପ ନୁହେଁ। କର୍ମଚାରୀ ପକ୍ଷରୁ ଓପିଏସ୍ ଭଳି ଶେଷ ଦରମାର ୫୦% ସୁନିଶ୍ଚିତ ପେନସନ ପାଇଁ ଯେଉଁ ଦାବି ହୋଇଥିଲା ତାହା ଯଦିଓ ସରକାର ଗ୍ରହଣ କରିଛନ୍ତି, ଏନପିଏସ୍ ଭଳି ଏହା ଦେୟଯୁକ୍ତ ରହିଛି । ଓପିଏସରେ ଶେଷ ଦଶମାସର ହାରାହାରି ଦରମା ଅଥବା ଅବସର ମାସର ଦରମାର ୫୦%ରୁ ଯେଉଁଟି କର୍ମଚାରୀ ପାଇଁ ଲାଭଦାୟକ ହେଉଥିଲା, ତାହା ଗ୍ରହଣୀୟ ଥିଲା। କିନ୍ତୁ ୟୁପିଏରେ କେବଳ ଶେଷ ୧୨ ମାସର ହାରାହାରି ଦରମା କଥା କୁହାଯାଇଛି ଯାହା ଅଧିକାଂଶଙ୍କ କ୍ଷେତ୍ରରେ ଆତ୍ମଘାତୀ ହୋଇପାରେ। ପୁରା ପେନସନ ପାଇବା ପାଇଁ ସର୍ବନିମ୍ନ ୨୫ବର୍ଷର ଚାକିରୀ ଅବଧି ପୂର୍ବ ବେତନ ଆୟୋଗଙ୍କ ସୁପାରିଶର ବିରୁଦ୍ଧାଚରଣ କରୁଛି। ଅବସରପ୍ରାପ୍ତ କର୍ମଚାରୀର ଯଦି ୬୭ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ଓପିଏସରେ  ପାରିବାରିକ ପେନସନ ସେହିଭଳି ୫୦% ରହି ୬୭ ବର୍ଷ ପରେ ୩୦% ହେଉଥିଲା। କିନ୍ତୁ ୟୁପିଏସରେ ପ୍ରାରମ୍ଭରୁ ୩୦% (୬୦%ର ୫୦%)। ଏନପିଏସର କର୍ପସ ପାଣ୍ଠିରୁ ଯେଉଁ ଉଠାଣ ବ୍ୟବସ୍ଥା ଥିଲା, ୟୁପିଏସ୍ ସେବାବଦରେ ନୀରବ। ତଥାପି, ସରକାରଙ୍କ ଦ୍ୱାରା ଯାହାବି ସାର୍ବଜନୀନ ହୋଇଛି କାର୍ଯ୍ୟକାରିତା ପାଇଁ ଏକ ରାଜପତ୍ର ବିଜ୍ଞପ୍ତି ଏକାନ୍ତ ଅପରିହାର୍ଯ୍ୟ।


     ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ସରକାର ପୂର୍ବରୁ ଭିଆଇଥିବା ଏହିଭଳି ଏକ ନକାରାତ୍ମକ ଘଟଣା ଏଠାରେ ଉଲ୍ଲେଖ କରିବା ଉଚିତ୍ ମନେହୁଏ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ‌ ଆୟୋଗ ସୁପାରିଶ କରିଥିବା ସର୍ବନିମ୍ନ ବେତନକୁ  ୧୮୦୦୦ରୁ  ୨୬୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ ୧୧ ଜୁଲାଇ ୨୦୧୬ରୁ  ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ହେବ ବୋଲି କର୍ମଚାରୀମାନେ  ଏନଜେସିଏ  ତରଫରୁ  ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ  ୬  ଜୁଲାଇ ୨୦୧୬ରେ ପ୍ରେସ୍ ଇସ୍ତାହାର ଜାରି କରି ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ  ସହ ଚାରି ମାସ  ଭିତରେ ନିଷ୍ପତ୍ତି ନେବା ପାଇଁ ଘୋଷଣା କଲେ।  ଲିଖିତ ପ୍ରତିଶ୍ରୁତି ପାଇ  କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ ୧୯ ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ  ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ  ବିଚାରାଧୀନ  ନାହିଁ। ଇତିମଧ୍ୟରେ,  ୪ ମାସ  ଯାଇ  ୮  ବର୍ଷ ଅତିବାହିତ  ହେଇଯାଇଛି,  ଉଚ୍ଚସ୍ତରୀୟ  କମିଟି ଗଠନ ତ ଦୁରର କଥା, ଏଯାଏଁ ସରକାର କର୍ମଚାରୀଙ୍କର  କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ୱେବସାଇଟରେ ୨୦୧୬ର ଉପରୋକ୍ତ ଇସ୍ତାହାର ଏଯାଏଁ ଉପଲବ୍ଧ ହେଉଥିଲେ ବି କେନ୍ଦ୍ର ସରକାର ତାଙ୍କ ଲିଖିତ ପ୍ରତିଶ୍ରୁତିରୁ ସମ୍ପୂର୍ଣ୍ଣ  ଓହରି ଯାଇଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏକ ନିର୍ବାଚିତ ସରକାର ନିଜେ ନିଜର ଲିଖିତ ପ୍ରତିଶ୍ରୁତିକୁ ଅବମାନନା କରିବା ଗଣତନ୍ତ୍ର ପ୍ରତି ଏକ କଠୋର ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ସନ୍ଦେହ ଉପୁଜିବା ଅତି ସ୍ୱାଭାବିକ ଯେ ୟୁପିଏସ୍ ସଂକ୍ରାନ୍ତୀୟ ପତ୍ର ସୂଚନା କାର୍ଯ୍ୟାଳୟର ୨୪ ଅଗଷ୍ଟ  ୨୦୨୪ର ପ୍ରେସ ଇସ୍ତାହାର ସର୍ବନିମ୍ନ ମଜୁରୀ ବୃଦ୍ଧି ଭଳି ଘୋଷଣା ସର୍ବସ୍ବ ନୁହେଁ ତ? ରାଜପତ୍ର ବିଜ୍ଞପ୍ତି ପ୍ରକାଶନକୁ ବିଳମ୍ବିତ କରି ସରକାର ୟୁପିଏସ୍ କ୍ଷେତ୍ରରେ ସେହିଭଳି ଘଟଣାର ପୁନରାବୃତ୍ତି କରିବେ ନାହଁ ତ?

*****

Medical Allowance for Pensioners : Lok Sabha Unstarred Question No. 2009 answered on 06.12.2024




Saturday, December 21, 2024

PENSION IN DANGER


         

PENSION IN DANGER

Dear Comrades,
       Sincere request to read the letter posted here which has been issued by the Ministry of Social Justice and Empowerment instructing all the Directors of its National Institutes and CRCs (Autonomous Bodies) not to issue PPOs to any employee who are retiring from the current month.

        The fact is that a proposal on the applicability of OPS to regular employees of such Autonomous Bodies recruited before 01.01.2004 is under consideration by the Ministry.

        Can you guess its impact Comrades?

      In my opinion, if I'm  not wrong, it is a systematic planning of the Central Govt. to stop the pension system in toto starting with these Autonomous Bodies.

         We were in struggle for restoration of OPS which was ended with UPS on 24.08.2024 with just a Press Release through PIB.Though four months will be completed soon,  no Gazette Notification has yet been issued. I apprehend about implementation of UPS even. As you know, Ordinary Gazette Notifications are issued weekly where as Extraordinary Gazette Notifications are issued daily by the Central Govt. basing on the importance of the matter. Since 16 weeks have been elapsed, Gazette Notification on UPS has neither  been considered Ordinary or Extraordinary by the Govt.

      We have earlier witnessed such inactive Press Release against Revision of Minimum Wage and Fitment Formula in July 2016.

       As such, without consuming more time, we may accelerate the issue once again failing which Pension must be in danger.

        May I appeal the leaders / Comrades of each Union, Association, Federation and Confederation irrespective of cadre and wing  to be more serious  in this regard.

Regards.
🙏🙏🌷🙏🙏
B. SAMAL
General Secretary
Confederation of Central Govt Employees and Workers
Odisha State CoC


Sunday, December 15, 2024

AIPRPA, Odisha State Committee hold its Annual General Body Meeting and a State level convention on OPS-NPS-UPS and constitution of 8th CPC in Cuttack on 15.12.2024



Today's (15.12.2024) Program of Our "All India Postal and RMS Pensioners Association", Odisha State Committee held its "Annual General Body Meeting" and "National Pensioners Day, 2024" and held a State Level convention on: O P S - N P S and U P S and demanding immediate  Setting up of VIII C P C for wage revision of Central Government Employees and Pension revision for Central Government Pensioners and in the same time demanded for scrapping of N P S and UPS without exploiting the Employees and restoration of Old Pension Scheme as per CCS ( Pension) Rules, 1972 and called as Pension Rules, 2021, amended again on 2024. Also demanding against Sky rocketing market price for essential commodities, to resolve the farmers issues, to cover all retirees under  old Pension system as per D S Nakara Judgment delivered by the Hon'ble Supreme Court of India on 17.12.1982 through a five members constitute bench headed by  Hon' ble  C  J I, Justice Y B Chandrachud and other four justice, which is not yet been supeseded. The meeting held at Com S N Sircar Memorial Hall, Jobra Road, Cuttack -3 from 10.30 hrs to 15.00 hrs. The meeting started with flag hoisting ceremony and the AIPRPA flag was hoisted by Com  K B Rath , President of the organization. Then flowers offered to the Martyrs Column. The meeting and Convention began at 11 A M inviting the President, V P and other guests as per invitation card and some other veteran leader like Com G N Mohanty, R N Mallik, and Com Nirmal Das, and some retired officers to the dias and were offered with files , badges and flower buckies. 

Then Corus "Bande Utkal Janani ----" was song in house with due respect on standing position by all members. 

The AG B- N P D, 2024/ Convention was inaugurated by  Com Abhay Kumar Das, Jiont Convenor of Cuttack City, CoC cum General Secretary of CDIEA, Cuttack and within a short spell of time spoke on the topic very nicely and brought the present situation of the country and called upon for united movement only to oust the facist force from the ruling.  The house then observed two minutes silence with a condolence proposal as placed in the report by the Secretary Com R N Dhal. He then placed the report in house and told about the preamble of the Constitution as placed in the report, discussed about the pension issues world wide in 47 Countries with citing grades in Pension system when our County's position is at serial no. 45 under grade- D( out of last five countries) and the position of U S A, who is one capitalist country,is at serial no. 22 /47 wherein the pension system is for all and more than Our Country. The Government is giving alliwances like minimum pension to all unemployed persons.

Com Dhal discussed about the D S Nakara judgment and it's essential paras, 22,26,31,32&33 as placed in the report as per the judgment, in which it said : Pension is neither a grace nor a bounty of the employer, rather it's a fundamental rights of the employees. There should not be any discrimination or disparities in Pension system. All should get pension for survival in the heydays of life. No retired employee. should be debarred from the pension. He said the NPS is a robbery and UPS is more than the robbery and a cheating and deceive to the employees to divert the attention from the struggle path of OPS. He very clearly discussed about the OPS, NPS and UPS and what is the difference among the three systems and demanded only for OPS which is better and best for the employees. He discussed about the 8 th CPC as to why it is inevitable before the employees and pensioners and gave examples of MLAs, / MPs / Ministers, ( exampled for Odisha as placed in the Odisha Assembly recently for the pay revision of MLAs/ Ministers ), said about Judicial's pay commission report  etc and the present situation of the country and the role of the ruling party. He called upon the entirety of employees and pensioners to unite and fight for justice and told about our burning issues of pensioners related to medical facilities and pension issues. 

Shri Lalitendu Pradhan, Former PMG,Sambalpur Region attended as Chief guest and discussed on Pension issues and shortly also told about  8th CPC and it's inevitable for the employees and pensioners. 

The Chief Speaker Com Bruhaspati Samal shortly spoke on all issues and the struggle path took during the whole year 2023 and called upon the employees and pensioners to fight unitedly only to defend pension, defend social Security and to restore the O P S only. 

Among other Hon'ble Speakers Com G N Mohanty  (AOLICPA) , Com R N Mallik ( CITU), Com P K Mohanty( OSGI PA) ,  Com G N  Behera and Nirmal Das( OSREF), Com B Brahma ( AOEPFPA), Com A K Nayak ( G/ S, CGPA),Com P K Sarangi ( Bank), Shri R N Pradhan, Shri  P L Bhola, Shri S C Dash, Com. S . S Samanta, Com A S Pati, Com Bishnu Das ( AIPRPA) and Shri Sarbeswar Mishra and Shri Srikanta Ku Sahoo, Rtd Officers newly joined in this program and told me to enroll them as a member of this association and addressed the house in brief and wished. 

All the Guests and leaders invited to the dias  as well as some Senior pensioners aged about  80 and more than 80 yeas old and some good organisers of the Association and life members and two family Pensioners ( Widows) were felicitated by the Association with flower buckies and shawls in this occasion praying Lord Jagannath for their good and sound health and wished them in the eve of happy New year, 2025 by Com R N Dhal, State Secretary and his team. 

Com R N Dhal especially expressed his deep gratitude and grateful to the employees and pensioners who have voluntarily donated for the purpose to mitigate the expenditure and hardships of the organization so far financial position is concerned. It is managed only for some individual well wishers and pensioners on good faith in his state Secretary  Com R N Dhal and for the Noble donations of their with meagre amount , the program is always successful of our AIPRPA, Odisha state committee and then running with minus balance. 

One thing I learnt from my Gurudeb  Late Com Banshidhar Mohanty that nothing is impossible if there is will ,then money will be not a trouble  or bar ,if you are sincere and trust worthy in Union/ Association field and before the members and that's happening in our Organization. As I remembered  Late Com S N Sircar also told whenever any program comes ahead, Collect spl donations may it be noble and voluntary and give clear account there after and will be no problem for the next or at any time. I follow this and never faced any trouble because for my comrades /  friends and brothers. 

Com K B Rath gave his Presidential speech within a short spell of time. Com H K Mohanty, V P of the organization gave a vote of thanks to the Chair to the others including the guests , leaders Members.

 The meeting ended with the rousing slogans for the charter of demands of the pensioners on medical related issues and pension issues as well for 14 point demands in each memorandum submitted to Hon'ble P M of india and others on 29.07.2024 and on pension issues on 13.09.2024 which are submitted through M Ps of different states/ Divisions to raise questions in Parliament floor and in Odisha we have submitted on  02.11.024 in hands of Shri Bhartruhari Mahatab, Hon'ble M P( L S), Cuttack District.

About 150 Pensioners attended today's meeting and made it a grand success. 

I/We express our great pleasure and thankful to all  the Members who  attended this program from different parts of the state  and made it a thundering succes despite their odds and old ages, because they love the Unions and Association from the core of the heart. 

Convey my Red Salute to all. 

Inquilab -  Zindabad. 

AIPRPA - Zindabad

NCCPA - Zindabad

WFTU - Zindabad

TUI( For Retirees and Pensioners) - Zindabad

Workers Unity- Zindabad. 

All Pensioners Unity : Zindabad. 

Pensioners of the world- Unite. 

Duniaar Mazdoor- Ek Ho. 

🙏🙏🙏

R N Dhal

State Secretary, AIPRPA, Odisha.




























Wednesday, December 11, 2024

Judicial Disobedience

   


Judicial Disobedience

Bruhaspati Samal

General Secretary

Confederation of Central Govt. Employees and Workers

Odisha State Coordination Committee, Bhubaneswar

Challenging the derecognition order dated 26th April 2023 issued by the Department of Posts in favour of the National Federation of Postal Employees and its biggest affiliate namely the All India Postal Employees Union, Group-C for alleged violation of CCS (RSA) Rules, 1993, the later filed multiple court cases in the High Court of Calcutta, Madras, Karnatak and Jharkhand praying for immediate restoration of recognition. Consequently, though Jharkhand High Court on 12.04.2024 stayed the impugned Order dated 26.04.2023, the Department of Posts moved to the Supreme Court of India which has delayed the implementation of the said stay order granted by Jharkhand High Court. Similarly, the long-running Ayodhya land dispute case, resolved by the Supreme Court in 2019, had been mired in decades of delays and interim orders that were often ignored by parties. These orders, intended to maintain the status quo and prevent escalation, were frequently breached, prolonging the litigation process and leading to nationwide tensions. Another notable case was Sahara vs SEBI, where the Supreme Court ordered the Sahara Group to refund investors’ money in a major financial dispute. Sahara's repeated appeals and delays resulted in a multi-year standoff, eroding investor trust and demonstrating how influential parties can evade or defer compliance.   

 Several such court orders, whether interim or final, are frequently disregarded by parties who exploit legal loopholes to delay compliance, particularly in high-stakes civil and criminal cases. This disregard not only denies justice to the aggrieved but also creates a dangerous precedent for undermining the very institution meant to uphold the law. Understanding the scope of judicial disobedience, its legal implications, and potential remedies is essential to safeguard the integrity of the judicial process. 

According to the National Judicial Data Grid (NJDG), tens of thousands of cases remain unresolved each year because parties fail to comply with orders, compounding the problem of judicial backlog in India. An estimated 30% of civil cases are delayed due to non-compliance, often spanning years and leaving litigants in legal limbo. A 2022 survey conducted by the Centre for Public Policy Research indicated that nearly 65% of litigants felt that the impact of court orders was undermined by poor enforcement, with half of these cases involving substantial financial or personal loss due to delayed compliance.

The legal framework in India grants robust powers to the judiciary to enforce compliance with its orders. Articles 141 and 144 of the Indian Constitution establish that the law declared by the Supreme Court is binding on all courts and that all authorities are duty-bound to assist in its enforcement. The Contempt of Courts Act, 1971, provides the judiciary with the power to penalize individuals for civil or criminal contempt, which includes willful disobedience of court orders. Civil contempt, defined under Section 2(b) of the Act, refers to any intentional failure to follow a court judgment, decree, or direction. Such offenses are punishable by imprisonment, a fine, or both. However, despite these provisions, actual instances of stringent punishment for disobedience remain limited. Courts often exercise caution, granting extensions or allowing appeals in the interest of procedural fairness, which can lead to delays that ultimately undermine the purpose of the original order.

While judicial disobedience has wide-reaching consequences, some circumstances provide legitimate grounds for challenging or delaying court orders. For instance, parties may seek relief from orders they believe are erroneous or contrary to facts. Similarly, if enforcing an order would cause irreparable harm, parties can request a stay from a higher court. Such exceptions are integral to preserving justice and ensuring that orders are fair and based on sound judgment. However, these legal provisions can be misused, with some parties filing appeals or petitions as a delay tactic, ultimately harming the opposing party's interest and obstructing timely justice.

To counter judicial disobedience and expedite justice, it is essential to strengthen existing enforcement mechanisms and instill a culture of respect for court orders. Courts can adopt stricter measures, such as imposing more substantial fines and prison terms for contempt cases, ensuring that contemnors face consequences that deter others from defying judicial mandates. Increasingly, some courts are exploring asset garnishment and wage deductions as punitive measures for contempt. For instance, in cases involving maintenance payments, the courts have occasionally ordered direct wage deductions to enforce compliance, setting a precedent for effective deterrence.

Establishing a dedicated compliance unit within the judiciary could provide a systematic approach to tracking and enforcing court orders. This unit, composed of legal and administrative professionals, would monitor cases where compliance is delayed, issue reminders, and coordinate with law enforcement agencies to ensure the swift implementation of orders. Such an initiative could significantly reduce backlogs and alleviate delays, particularly in cases involving interim or restraining orders. Additionally, creating dedicated fast-track courts for contempt cases may help deter disobedience by ensuring that contemnors are swiftly brought to justice without interfering with the progress of primary cases. Improving coordination between courts and law enforcement agencies is also crucial. In civil cases, particularly those involving property or financial disputes, timely action by police and local authorities can prevent parties from violating court orders. Enhanced training and clear guidelines for law enforcement personnel on handling court orders can improve the response rate and reduce instances of non-compliance.

Another essential step is reducing the levels of appeal, particularly in cases involving interim orders. The legal system offers multiple layers of appeal, often used by litigants to delay compliance. By limiting appeals for interim orders or requiring that they be pursued only in exceptional cases, the judiciary can ensure that parties do not exploit procedural safeguards as stalling tactics. Additionally, public awareness campaigns could play a role in fostering a culture of respect for judicial orders, helping individuals understand the legal and social consequences of non-compliance.

The issue of judicial disobedience threatens the rule of law and weakens public trust in the legal system. With comprehensive reforms—ranging from harsher penalties and dedicated compliance units to better coordination with law enforcement—the judicial system can uphold its mandate to deliver justice and protect citizens’ rights. Only through effective enforcement of court orders can the judiciary fulfill its promise to serve as the ultimate guardian of justice in society.

*****